headerdesktop transportgratuittimer21iulie26

MAI SUNT 00:00:00:00

MAI SUNT

X

headermobile transportgratuittimer21iulie26

MAI SUNT 00:00:00:00

MAI SUNT

X

Transport GRATUIT la orice comandă

Promotii popup img

🛵Transport GRATUIT📬

la ORICE colet, ORIUNDE în România>

Transport GRATUIT la orice comandă

Iswara Bi Jua Khelanti

De (autor): Bijoy Pattanaik

Coperta cărții 'Iswara Bi Jua Khelanti - Bijoy Pattanaik'
Iswara Bi Jua Khelanti

De (autor): Bijoy Pattanaik

Pattanaik, Bijoy: - ଭାରତବର୍ଷର ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ନାଲ୍]କୋରୁ ଅବସରପ୍ରାପ୍ତ ଲେଖକ ବିଜୟ ପଟ୍ଟନାୟକ ବୃତ୍ତିରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ତାଙ୍କର ଆମେରିକା ଭ୍ରମଣ ପରେ 'ଆମେରିକାରେ ସତୁରି ଦିନ' ଭ୍ରମଣ କାହାଣୀ ରଚନା କରି ସାରସ୍ୱତ ଜଗତରେ ପ୍ରବେଶ କରିଛନ୍ତି। ପୁସ୍ତକଟି ପାଇଁ ଦୁଇ ଦୁଇଟି ସମ୍ମାନଜନକ ପୁରସ୍କାର ସହିତ ଲେଖକ ଓଡ଼ିଆ ସାହିତ୍ୟ ଜଗତରେ ଏକ ପରିଚୟ ସୃଷ୍ଟି କରିପାରିଛନ୍ତ। ଏହି କ୍ଷୁଦ୍ରଗଳ୍ପ ପୁସ୍ତକଟି ତାଙ୍କର ଓଡ଼ିଆ ସାହିତ୍ୟକୁ ଦ୍ୱିତୀୟ ଅବଦାନ। ଲେଖକଙ୍କର ଗଳ୍ପଗୁଡିକ ହୃଦୟରୁ ଝରିଆସିଥାଏ। ସାବଲୀଳ ବର୍ଣ୍ଣନା ଓ ଅନନ୍ୟ ଚରିତ୍ର ଚିତ୍ରଣ ପାଠକକୁ ଗଳ୍ପ ସହିତ ଏକାକାର ହେଇଯିବାର ଅନୁଭୂତି ଦିଏ। ଅମୃତର ସ୍ୟାହିରେ ଲେଖା ତାଙ୍କର ପ୍ରେମ ଗଳ୍ପଗୁଡ଼ିକ ଉତ୍ତେଜନା ବଦଳରେ ସ୍ନିଗ୍ଧ ଶାନ୍ତ ସ୍ନେହ ହିଁ ଝରାଇ ଥା'ନ୍ତି। ପାଠକ ପାଇଁ ଅନିର୍ବଚନୀୟ ଆନନ୍ଦ ହିଁ ଅପେକ୍ଷା କରିଥାଏ ପ୍ରତିଟି ଗଳ୍ପର ଉପସଂହାରରେ। ତାଙ୍କର ନାୟକ ନାୟିକା ମାନେ ଅଲଗା ଗୋଟେ ଗ୍ରହର ବାସୀନ୍ଦା, ଯୋଉଠି ଥାଏ କେବଳ ସର୍ତ୍ତହୀନ ଆଉ ଅନ୍ତହୀନ ସ୍ୱର୍ଗୀୟ ଭଲପାଇବା। ସମୟ କ୍ରମରେ ସେମାନେ ଅଲଗା ଅଲଗା ଗାଲାକ୍ସିକୁ ଛିଟ୍]କି ଯାଇଥିଲେ ବି ସେମାନେ ଛଙ୍କବଦ୍ଭଗ୍ଧଙ୍କଜ୍ଞ ଚବକ୍ସଗ୍ଧସମକ୍ଷର ପରି ଋଦ୍ଭଗ୍ଧବଦ୍ଭଶକ୍ଷର (ଜଡ଼ିତ) ହୋଇ ରହିଥାନ୍ତି ଗୋଟେ ଅଦୃଶ୍ୟ ଡୋରୀରେ। ପ୍ରତିଟି ଗଳ୍ପ ଶେଷରେ ପାଠକ ମନରେ ପ୍ରଶ୍ନ ଉଠେ, ଏହା ସତ୍ୟ ନୁହେଁ ତ? ଆମେ ନିଶ୍ଚିତ ଯେ ଦେଶ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ପୁସ୍ତକଟି ପଛରେ ଛାଡ଼ି ଦେଇ ଆସିଥିବା ସମୟକୁ ଟେଲିପୋର୍ଟ କରିନେବ। ମଧ୍ୟବିତ୍ତ ପରିବାର, ସ୍କୁଲ, କଲେଜ, ଗାଁ, ବିଲ, ବଣ ସବୁର ସ୍ମୃତି ଓହ୍ଲେଇ ଆସିବେ ମନ ଅଗଣାକୁ। ପ୍ରବାସୀ ଓଡ଼ିଆମାନଙ୍କ ହୃଦୟକୁ ଏହା ନିଶ୍ଚିତ ଭାବରେ ସ୍ପର୍ଶ କରିବ। ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ବ୍ଲାକ୍ ଇଗଲ୍ ବୁକ୍ସର ଏହା ଏକ ସଶ୍ରଦ୍ଧ ଉପହାର।
Citește mai mult

-10%

transport gratuit

PRP: 132.27 Lei

!

Acesta este Prețul Recomandat de Producător. Prețul de vânzare al produsului este afișat mai jos.

119.04Lei

119.04Lei

132.27 Lei

Primești 119 puncte

Important icon msg

Primești puncte de fidelitate după fiecare comandă! 100 puncte de fidelitate reprezintă 1 leu. Folosește-le la viitoarele achiziții!

Livrare in 2-4 saptamani

Descrierea produsului

Pattanaik, Bijoy: - ଭାରତବର୍ଷର ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ନାଲ୍]କୋରୁ ଅବସରପ୍ରାପ୍ତ ଲେଖକ ବିଜୟ ପଟ୍ଟନାୟକ ବୃତ୍ତିରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ତାଙ୍କର ଆମେରିକା ଭ୍ରମଣ ପରେ 'ଆମେରିକାରେ ସତୁରି ଦିନ' ଭ୍ରମଣ କାହାଣୀ ରଚନା କରି ସାରସ୍ୱତ ଜଗତରେ ପ୍ରବେଶ କରିଛନ୍ତି। ପୁସ୍ତକଟି ପାଇଁ ଦୁଇ ଦୁଇଟି ସମ୍ମାନଜନକ ପୁରସ୍କାର ସହିତ ଲେଖକ ଓଡ଼ିଆ ସାହିତ୍ୟ ଜଗତରେ ଏକ ପରିଚୟ ସୃଷ୍ଟି କରିପାରିଛନ୍ତ। ଏହି କ୍ଷୁଦ୍ରଗଳ୍ପ ପୁସ୍ତକଟି ତାଙ୍କର ଓଡ଼ିଆ ସାହିତ୍ୟକୁ ଦ୍ୱିତୀୟ ଅବଦାନ। ଲେଖକଙ୍କର ଗଳ୍ପଗୁଡିକ ହୃଦୟରୁ ଝରିଆସିଥାଏ। ସାବଲୀଳ ବର୍ଣ୍ଣନା ଓ ଅନନ୍ୟ ଚରିତ୍ର ଚିତ୍ରଣ ପାଠକକୁ ଗଳ୍ପ ସହିତ ଏକାକାର ହେଇଯିବାର ଅନୁଭୂତି ଦିଏ। ଅମୃତର ସ୍ୟାହିରେ ଲେଖା ତାଙ୍କର ପ୍ରେମ ଗଳ୍ପଗୁଡ଼ିକ ଉତ୍ତେଜନା ବଦଳରେ ସ୍ନିଗ୍ଧ ଶାନ୍ତ ସ୍ନେହ ହିଁ ଝରାଇ ଥା'ନ୍ତି। ପାଠକ ପାଇଁ ଅନିର୍ବଚନୀୟ ଆନନ୍ଦ ହିଁ ଅପେକ୍ଷା କରିଥାଏ ପ୍ରତିଟି ଗଳ୍ପର ଉପସଂହାରରେ। ତାଙ୍କର ନାୟକ ନାୟିକା ମାନେ ଅଲଗା ଗୋଟେ ଗ୍ରହର ବାସୀନ୍ଦା, ଯୋଉଠି ଥାଏ କେବଳ ସର୍ତ୍ତହୀନ ଆଉ ଅନ୍ତହୀନ ସ୍ୱର୍ଗୀୟ ଭଲପାଇବା। ସମୟ କ୍ରମରେ ସେମାନେ ଅଲଗା ଅଲଗା ଗାଲାକ୍ସିକୁ ଛିଟ୍]କି ଯାଇଥିଲେ ବି ସେମାନେ ଛଙ୍କବଦ୍ଭଗ୍ଧଙ୍କଜ୍ଞ ଚବକ୍ସଗ୍ଧସମକ୍ଷର ପରି ଋଦ୍ଭଗ୍ଧବଦ୍ଭଶକ୍ଷର (ଜଡ଼ିତ) ହୋଇ ରହିଥାନ୍ତି ଗୋଟେ ଅଦୃଶ୍ୟ ଡୋରୀରେ। ପ୍ରତିଟି ଗଳ୍ପ ଶେଷରେ ପାଠକ ମନରେ ପ୍ରଶ୍ନ ଉଠେ, ଏହା ସତ୍ୟ ନୁହେଁ ତ? ଆମେ ନିଶ୍ଚିତ ଯେ ଦେଶ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ପୁସ୍ତକଟି ପଛରେ ଛାଡ଼ି ଦେଇ ଆସିଥିବା ସମୟକୁ ଟେଲିପୋର୍ଟ କରିନେବ। ମଧ୍ୟବିତ୍ତ ପରିବାର, ସ୍କୁଲ, କଲେଜ, ଗାଁ, ବିଲ, ବଣ ସବୁର ସ୍ମୃତି ଓହ୍ଲେଇ ଆସିବେ ମନ ଅଗଣାକୁ। ପ୍ରବାସୀ ଓଡ଼ିଆମାନଙ୍କ ହୃଦୟକୁ ଏହା ନିଶ୍ଚିତ ଭାବରେ ସ୍ପର୍ଶ କରିବ। ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ବ୍ଲାକ୍ ଇଗଲ୍ ବୁକ୍ସର ଏହା ଏକ ସଶ୍ରଦ୍ଧ ଉପହାର।
Citește mai mult

S-ar putea să-ți placă și

De același autor

Părerea ta e inspirație pentru comunitatea Libris!

Istoricul tău de navigare

Acum se comandă

Noi suntem despre cărți, la fel este și

Newsletter-ul nostru.

Abonează-te la veștile literare și primești un cupon de EXTRA -10% reducere pentru viitoarea ta comandă!

Mă abonez image one
Mă abonez image one
Accessibility Logo