Kalpabata
କଳ୍ପବଟ ହେଲା କାମନାର ବରଗଛ । ଭକ୍ତମାନେ ଯାହା ମାନସିକ କରନ୍ତି, ସେଇ ଗଛରେ ଡ଼ୋରି ବାନ୍ଧନ୍ତି ତାଙ୍କ କାମନା ପୂର୍ଣ୍ଣ ହେଉଥିବ ବୋଲି ଏକାମ ସେମାନେ କରନ୍ତି ନା କାହିଁକି? ନିଶ୍ଚୟ ହେଉଥିବ ବୋଲି ମୋର ବିଶ୍ୱାସ । ଆଚ୍ଛା ମୋ କଥାରେ ନରାଗି କହିଲ? ତମର ପୁଣି କେଉଁ କାମନା ବାକି ରହିଗଲାଯେ କଳ୍ପବଟରେ ଡୋରି ବାନ୍ଧିବା କଥା ଭାବିଛ? ଅଳ୍ପ ହସି ମୁଁ କହିଲି । ସଂଯୁକ୍ତାଙ୍କ ମୁହଁ ଉପରେ କିଛି କୁଂଚି ପଡ଼ିବାର ଆଭାସ ମିଳୁଥିଲା । ସେ ମନ ଭିତରେ ମୋ ଉପରେ ପୁଣି ବିରକ୍ତ ହେଲେ କି? କାହିଁ ଆଉ କିଛି ନକହି ଉଠିଗଲେ । ତାଙ୍କ ଯିବ&
PRP: 99.20 Lei
Acesta este Prețul Recomandat de Producător. Prețul de vânzare al produsului este afișat mai jos.
89.28Lei
89.28Lei
99.20 LeiLivrare in 2-4 saptamani
Descrierea produsului
କଳ୍ପବଟ ହେଲା କାମନାର ବରଗଛ । ଭକ୍ତମାନେ ଯାହା ମାନସିକ କରନ୍ତି, ସେଇ ଗଛରେ ଡ଼ୋରି ବାନ୍ଧନ୍ତି ତାଙ୍କ କାମନା ପୂର୍ଣ୍ଣ ହେଉଥିବ ବୋଲି ଏକାମ ସେମାନେ କରନ୍ତି ନା କାହିଁକି? ନିଶ୍ଚୟ ହେଉଥିବ ବୋଲି ମୋର ବିଶ୍ୱାସ । ଆଚ୍ଛା ମୋ କଥାରେ ନରାଗି କହିଲ? ତମର ପୁଣି କେଉଁ କାମନା ବାକି ରହିଗଲାଯେ କଳ୍ପବଟରେ ଡୋରି ବାନ୍ଧିବା କଥା ଭାବିଛ? ଅଳ୍ପ ହସି ମୁଁ କହିଲି । ସଂଯୁକ୍ତାଙ୍କ ମୁହଁ ଉପରେ କିଛି କୁଂଚି ପଡ଼ିବାର ଆଭାସ ମିଳୁଥିଲା । ସେ ମନ ଭିତରେ ମୋ ଉପରେ ପୁଣି ବିରକ୍ତ ହେଲେ କି? କାହିଁ ଆଉ କିଛି ନକହି ଉଠିଗଲେ । ତାଙ୍କ ଯିବ&
Detaliile produsului