headerdesktop macbooktimer25octo26

MAI SUNT 00:00:00:00

MAI SUNT

X

headermobile macbooktimer25octo26

MAI SUNT 00:00:00:00

MAI SUNT

X

Promotii popup img

🎉MacBook Neo Cadou!!!

Plasează comanda

și laptopul

poate fi chiar al tău!🎁
✕

Ulka

De (autor): Sanghamitra Bhutia

Coperta cărții 'Ulka - Sanghamitra Bhutia'
Ulka

De (autor): Sanghamitra Bhutia

କବିତା ରାଜ୍ୟର ଏ ନବାଗତା ଆରାଧିକା ସଂଘମିତ୍ରାଙ୍କ ଏ ସଂକଳନର କବିତା ମତେ କାହିଁକି ଭଲ ଲାଗିଲା ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର ହେବ ୧- କବି ଯେଉଁ ପରିବେଶରେ ଜୀବନ ଜିଉଁଛି, ସେହି ଜୀବନ ଓ ପରିବେଶକୁ ଗଭୀର ଓ ନିବିଡ଼ ଭାବରେ ଭଲ ପାଇବାର ଅନୁଭବରୁ ତା'ର କବିତା-ଚେତନାର ଉଦ୍ଭବ ହେଉଛି ବୋଲି ମୋର ଅବବୋଧ। ୨- କବି ନିଜ କଳ୍ପନାର ଚିତ୍ରମାନଙ୍କୁ ଆଙ୍କିଲା ବେଳେ ଖୁବ୍ ଶବ୍ଦ ମିତବ୍ୟୟୀ ଓ ତାଙ୍କ ଉପମା, ରୂପକ, ବିମ୍ବ ଆଦି ବସ୍ତୁ ଜଗତର ସାଯୁଜ୍ୟରେ ଖଚିତ। ୩- କବିତା ରଚନାରେ ଉଚ୍ଛ୍ୱାସ, ସ୍ୱତଃସ୍ଫୁର୍ତ୍ତତା ଅପେକ୍ଷା ନିୟନ୍ତ୍ରିତ ଝଲକ ବା ଝକ୍ଟ୍ରବକ୍ସଳ ଉପରେ ତାଙ୍କ ଗୁରୂତ୍ୱାରୋପ। ୪- ଅନୁଭବର ସୌନ୍ଦର୍ଯ୍ୟ, ସମ୍ବେଦନା, ବିଦ୍ରୋହ ବା ପ୍ରେମର ବର୍ଣ୍ଣନା ନ କରି ସେ ନିର୍ମାଣ କରନ୍ତି ଏକ ଛାୟାଚ୍ଛନ୍ନ ପ୍ରଚ୍ଛଦ। ଖୁବ୍ ଧୀରି ଧୀରି ତନ୍ମୟତାରେ ଯାହା ଭେଦେ। ୫- କବିତାର ପ୍ରଥମ ଶବ୍ଦରୁ ଶେଷ ଶବ୍ଦ ଯାଏଁ ଏକ ଅସ୍ପଷ୍ଟ ଧ୍ୱନିର ଅନୁରଣନ ତାଙ୍କ କବିତାକୁ ମନ୍ତ୍ରସିଦ୍ଧ କରେ। ମୋ ଦୃଷ୍ଟିରେ ଭଲ କବିତାର ଏ ଗୁଣଗୁଡ଼ିକ ମୁଁ ସମସ୍ତ କବିଙ୍କ ଠାରୁ ଆଶାକରେ, ସଂଘମିତ୍ରାଙ୍କ ପାଖରେ ପାଏ। କବିତା ଲେଖା ଓ ପାହାଡ଼ ଚଢ଼ାରୁ ଅର୍ଜୁଥିବା କ୍ଷତର ଜ୍ୱଳନ ରୁଗୁରୁଗୁ କିନ୍ତୁ ଆନନ୍ଦଦାୟୀ। ପ୍ରିୟ କବି, ଏ ପାହାଡ଼ ଚଢ଼ାର ଅନ୍ତ ନହେଉ! ପାହାଡ଼ର ଆରକୂଳରେ ପାହାଡ଼, ସେ ପାହାଡ଼ର ଆରକୂଳରେ ଆହୁରି ପାହାଡ଼, ଶିଖର ପରେ ଶିଖର, ଆହୁରି ଶିଖରମାନ ତୁମ କ୍ଷତରକ୍ତରେ ରଙ୍ଗ ମାଖ&#
Citește mai mult

115.73Lei

115.73Lei

Primești 115 puncte

Important icon msg

Primești puncte de fidelitate după fiecare comandă! 100 puncte de fidelitate reprezintă 1 leu. Folosește-le la viitoarele achiziții!

Livrare in 2-4 saptamani

Descrierea produsului

କବିତା ରାଜ୍ୟର ଏ ନବାଗତା ଆରାଧିକା ସଂଘମିତ୍ରାଙ୍କ ଏ ସଂକଳନର କବିତା ମତେ କାହିଁକି ଭଲ ଲାଗିଲା ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର ହେବ ୧- କବି ଯେଉଁ ପରିବେଶରେ ଜୀବନ ଜିଉଁଛି, ସେହି ଜୀବନ ଓ ପରିବେଶକୁ ଗଭୀର ଓ ନିବିଡ଼ ଭାବରେ ଭଲ ପାଇବାର ଅନୁଭବରୁ ତା'ର କବିତା-ଚେତନାର ଉଦ୍ଭବ ହେଉଛି ବୋଲି ମୋର ଅବବୋଧ। ୨- କବି ନିଜ କଳ୍ପନାର ଚିତ୍ରମାନଙ୍କୁ ଆଙ୍କିଲା ବେଳେ ଖୁବ୍ ଶବ୍ଦ ମିତବ୍ୟୟୀ ଓ ତାଙ୍କ ଉପମା, ରୂପକ, ବିମ୍ବ ଆଦି ବସ୍ତୁ ଜଗତର ସାଯୁଜ୍ୟରେ ଖଚିତ। ୩- କବିତା ରଚନାରେ ଉଚ୍ଛ୍ୱାସ, ସ୍ୱତଃସ୍ଫୁର୍ତ୍ତତା ଅପେକ୍ଷା ନିୟନ୍ତ୍ରିତ ଝଲକ ବା ଝକ୍ଟ୍ରବକ୍ସଳ ଉପରେ ତାଙ୍କ ଗୁରୂତ୍ୱାରୋପ। ୪- ଅନୁଭବର ସୌନ୍ଦର୍ଯ୍ୟ, ସମ୍ବେଦନା, ବିଦ୍ରୋହ ବା ପ୍ରେମର ବର୍ଣ୍ଣନା ନ କରି ସେ ନିର୍ମାଣ କରନ୍ତି ଏକ ଛାୟାଚ୍ଛନ୍ନ ପ୍ରଚ୍ଛଦ। ଖୁବ୍ ଧୀରି ଧୀରି ତନ୍ମୟତାରେ ଯାହା ଭେଦେ। ୫- କବିତାର ପ୍ରଥମ ଶବ୍ଦରୁ ଶେଷ ଶବ୍ଦ ଯାଏଁ ଏକ ଅସ୍ପଷ୍ଟ ଧ୍ୱନିର ଅନୁରଣନ ତାଙ୍କ କବିତାକୁ ମନ୍ତ୍ରସିଦ୍ଧ କରେ। ମୋ ଦୃଷ୍ଟିରେ ଭଲ କବିତାର ଏ ଗୁଣଗୁଡ଼ିକ ମୁଁ ସମସ୍ତ କବିଙ୍କ ଠାରୁ ଆଶାକରେ, ସଂଘମିତ୍ରାଙ୍କ ପାଖରେ ପାଏ। କବିତା ଲେଖା ଓ ପାହାଡ଼ ଚଢ଼ାରୁ ଅର୍ଜୁଥିବା କ୍ଷତର ଜ୍ୱଳନ ରୁଗୁରୁଗୁ କିନ୍ତୁ ଆନନ୍ଦଦାୟୀ। ପ୍ରିୟ କବି, ଏ ପାହାଡ଼ ଚଢ଼ାର ଅନ୍ତ ନହେଉ! ପାହାଡ଼ର ଆରକୂଳରେ ପାହାଡ଼, ସେ ପାହାଡ଼ର ଆରକୂଳରେ ଆହୁରି ପାହାଡ଼, ଶିଖର ପରେ ଶିଖର, ଆହୁରି ଶିଖରମାନ ତୁମ କ୍ଷତରକ୍ତରେ ରଙ୍ଗ ମାଖ&#
Citește mai mult

S-ar putea să-ți placă și

De același autor

Părerea ta e inspirație pentru comunitatea Libris!

Istoricul tău de navigare

Acum se comandă

Noi suntem despre cărți, la fel este și

Newsletter-ul nostru.

Abonează-te la veștile literare și primești un cupon de EXTRA -10% reducere pentru viitoarea ta comandă!

Mă abonez image one
Mă abonez image one
Accessibility Logo